Thursday, 27 February 2014

ପ୍ରତିଷ୍ଠା ଦିବସ: ଭୁବନେଶ୍ୱରକୁ ସମୃଦ୍ଧ ସହର କରିବାପାଇଁ ଆହ୍ୱାନ



                                      Web Blogging  Management Abisaya Gamango Audio Recording 

ଭୁବନେଶ୍ୱର, ଏପ୍ରିଲ ୧୩ ( ଓଡିଶା ଡଟ କମ) ରାଜଧାନୀ ଭୁବନେଶ୍ୱରକୁ ସବୁଜ, ସୁନ୍ଦର ଓ ସମୃଦ୍ଧ ସହରରେ ପରିଣତ କରିବା ପାଇଁ ୬୭ତମ
ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ସୋମବାର ବହୁ ବିଶିଷ୍ଟ ବ୍ୟକ୍ତି ଆହ୍ୱାନ ଜଣାଇଛନ୍ତି ।







                                            








Mr.Abisaya Gamanga Video download 



                                                    Mr.Abisaya Gamanga Office work 

ରାଜଧାନୀର ଯୋଜନାବଦ୍ଧ ବିକାଶ ଘଟାଇ ଏହାକୁ ଦେଶର ଏକ ଅଗ୍ରଗଣ୍ୟ ନଗରୀରେ ପରିଣତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି ।

                                          Mr.Abisaya Gamanga Audio Recording 





ରାଜ୍ୟ ବିଧାନସଭା ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକ ନିକଟରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ଏକ ଚିତ୍ତାକର୍ଷକ ବେସାମରିକ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଅବସରରେ ନିଜର ବକ୍ତବ୍ୟ ରଖି ଭୁବନେଶ୍ୱରର ଗୌରବମୟ ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଲୋଚନା କରିଥିଲେ । ରାଜଧାନୀବାସୀଙ୍କୁ ଅଭିନନ୍ଦନ ଜଣାଇ ବାଚସ୍ପତି କହିଥିଲେ ଯେ, ରାଜଧାନୀ ହେଉଛି ରାଜ୍ୟ ପାଇଁ ପରିଚୟ ଏବଂ ଗୌରବର ସ୍ଥଳ ।
ଏହାକୁ ସରସ ସୁନ୍ଦର କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ସମସ୍ତେ ମିଶି ଏ ଦିଗରେ ସଂକଳ୍ପବଦ୍ଧ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ସମବାୟ ଓ ଅବକାରୀ ବିଭାଗ ମନ୍ତ୍ରୀ ଡା. ଦାମୋଦର ରାଉତ ଭୁବନେଶ୍ୱରର ଅତୀତ ଇତିହାସ ଏବଂ ଗୌରବମୟ ପରମ୍ପରା ସଂପର୍କରେ ସାରଗର୍ଭକ ଭାଷଣ ଦେଇ କହିଥିଲେ ଯେ, ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବକୁ ସରକାରୀସ୍ତରରେ ପାଳନ କରାଯିବା ଅପେକ୍ଷା ବର୍ତ୍ତମାନ ଭଳି ବେସରକାରୀସ୍ତରରେ ପାଳନ କରାଗଲେ ଏହା ଅଧିକ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇପାରିବ ବୋଲି ସେ କହିଥିଲେ ।
ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସୂଚନା ଓ ଲୋକସଂପର୍କ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀନାୟକ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜଧାନୀର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର
ରାଉତରାୟ, ବି ଏମ ସି ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ପୋଲିସ୍ ମହାନିର୍ଦେଶକ ସଂଜୀବ ମାରିକ, ଖୋର୍ଦ୍ଧା ଜିଲ୍ଲପାଳ ତଥା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଅଧ୍ୟକ୍ଷ ନିରଞ୍ଜନ ସାହୁ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ, ଉପ ଜିଲ୍ଲାପାଳ ବିନୟ କୁମାର ଦାଶ, ସୈନିକ ସ୍କୁଲର ଅଧ୍ୟକ୍ଷ ଅଜୟ ଗୁପ୍ତା, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ, ବ୍ଲକ ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର ଏବଂ ୟୁନିଟ୍ ୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ 
                                                   

ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କମିଟିର ସାଧାରଣ ସଂପାଦକ ସାମ୍ବାଦିକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇ ରାଜଧାନୀ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲାଭାବେ ମାନ୍ୟତା ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ ।
କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ -୨୦୧୫’ ପ୍ରଦାନ କରାଯାଇଥିଲା ।
ସେମାନେ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ବିଶିଷ୍ଟ ଚିକିତ୍ସିତ ଡା. ଅଜୟ କୁମାର ମିଶ୍ର, ଶିଳ୍ପପତି ସ୍ୱର୍ଗତଃ ଜଗଦୀଶ
ବୁଦ୍ଧରାଜ (ମରଣୋତ୍ତର), ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ, କ୍ରୀଡ଼ାବିତ ଦୂତୀଚାନ୍ଦ, ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ଜିନା ସାମଲ, ବୈଜ୍ଞାନିକ ଡଃ ଗୌରାଙ୍ଗ କର, ନାଲ୍କୋର ସିଏମ୍ଡି ଅଂଶୁମାନ ଦାସ, ଶ୍ରେଷ୍ଠ ସେବିକା ରୀନାମଣି ବେହେରା, ଶ୍ରେଷ୍ଠ ପୋଷ୍ଟମ୍ୟାନ୍ ରମେଶ ଚନ୍ଦ୍ର ସାମନ୍ତରାୟ, ଶ୍ରେଷ୍ଠ ଟ୍ରାଫିକ୍ କନଷ୍ଟେବଳ ଜସମନ ନାୟକ ଓ ଶ୍ରେଷ୍ଠ ଝାଡ଼ୁଦାର ସୁଦାମ ଗୋଚ୍ଛାୟତ ।
ଏହି ବେସାମରିକ ପ୍ୟାରେଡ ରାଜଧାନୀର ମୋଟ୍ ୫୫ଟି ସ୍କୁଲ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସୁଷମା ମହାନ୍ତି ପ୍ୟାରେଡ୍ କମାଣ୍ଡାଣ୍ଟ ଭାବେ ଏହାକୁ ପରିଚାଳନା କରିଥିଲାବେଳେ ତାଙ୍କୁ ସହାୟତା କରିଥିଲେ ହରପି୍ରୟା ଦାସ, ପ୍ରେମଲତା ନାୟକ ଓ ପ୍ରଭାତୀ କୁମାରୀ ଉଦୟସିଂ ।
କଲେଯ ସ୍ତରର ସର୍ବଶ୍ରେଷ୍ଠ ଦଳ ଭାବେ ସୈନିକ ସ୍କୁଲ ପାଇଥିବା ବେଳେ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାସନାଲ୍ କଲେଜ୍, ପଟିଆ ଦ୍ୱିତୀୟ ଓ ଏକାମ୍ର କଲେଜ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ବିଦ୍ୟାଳୟସ୍ତରରେ ବାଳିକା ବିଭାଗରେ ୟୁନିଟ୍ ୨ ସ୍ଥିତ କ୍ୟାପିଟାଲ୍ ଗାର୍ଲ୍ସ ହାଇସ୍କୁଲ ଓ ୟୁନିଟ୍ ୩ ସ୍ଥିତ ସତ୍ୟସାଇ ଗାର୍ଲସ ହାଇସ୍କୁଲ ପ୍ରଥମ, ୟୁନିଟ୍ ୪ ସ୍ଥିତ
ସରକାରୀ ବାଳିକା ବିଦ୍ୟାଳୟ ଦ୍ୱିତୀୟ, ୟୁନିଟ୍ ୮ ସରକାରୀ ବାଳିକା ବିଦ୍ୟାଳୟ ୩ୟ ସ୍ଥାନ ଅଧିକାର କରିଥିଲେ ।
ବିଦ୍ୟାଳୟସ୍ତରରେ ବାଳକ ବିଭାଗରେ ପୁରୁଣା ଭୁବନେଶ୍ୱରସ୍ତିତ ବିଏମ୍ ହାଇସ୍କୁଲ ପ୍ରଥମ, ୟୁନିଟ୍ ୧ ସ୍ଥିତ ସରକାରୀ ହାଇସ୍କୁଲ ଦ୍ୱିତୀୟ ଓ ୮ନଂ ସରକାରୀ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିପରି ପବ୍ଲିକ ସ୍କୁଲ ସ୍ତରରେ ଖଣ୍ଡଗିରିର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାଳିକା ବିଭାଗ ପ୍ରଥମ, ଓ ସେହି ସ୍କୁଲର ବାଳକ ବିଭାଗ ଦ୍ୱିତୀୟ ଏବଂ
ସୈନିକ ସ୍କୁଲର ପ୍ରଥମ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଓଡ଼ିଶା ସ୍କେଟିଂ ଏକାଡେମୀକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା । ଖୋଜାଖୋଜି ଡଟ୍ କମ ପରିଚାଳନା ନିଦେ୍ର୍ଧଶକ ସରୋଜ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଓ ତାଙ୍କ ଦ୍ୱାରା ପ୍ରାୟୋଜିତ ରାଜଧାନୀ ପ୍ରତିଷ୍ଠା କମିଟିର ନିଜସ୍ୱ ୱେବସାଇଟ ଙ୍ଗଙ୍ଗଙ୍ଗ.ମୟମମଭଭଗ୍ଦକ୍ସ.ମକ୍ଟଜ୍ଞ କୁ ମୁଖ୍ୟ ଅତିଥି ବାଚସ୍ପତି ଶ୍ରୀ ପୂଜାରୀ ଉନ୍ମୋଚନ କରିଥିଲେ ।
ସେକ ତାଜୁଉଦ୍ଧିନ୍ ଅହମ୍ମଦ ଉତ୍ସବକୁ ସଂଯୋଜନା କରିଥିବା ବେଳେ ଗୌରଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ଦାସ, କମଳ କୁମାର ସାହୁ, ପ୍ରଭାସ ରଂଜନ
ଦାସ ଓ ଲକ୍ଷ୍ମୀନାରାୟଣ ଅଗ୍ରୱାଲ୍ ଉତ୍ସବକୁ ପରିଚାଳନା କରିଥିଲେ ।
ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବଭବନ ଠାରେ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଦଘାଟନ କରିଥିଲେ ।
ଏଥିରେ ବିଭାଗୀୟ ଯୁଗ୍ମ ନିର୍ଦେଶକ ନିରଞ୍ଜନ ସେଠୀ, ଉପନିର୍ଦେଶକ ରାମଶଙ୍କର ବେହେରା ଓ ସହକାରୀ ନିର୍ଦେଶକ ବିପିନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।








ICC WORLD CUP


The ICC Cricket World Cup is the flagship event of the international cricket calendar and takes place every four years, with matches contested in a 50-over format.
The 2015 edition will be the 11th of the tournament and will be jointly hosted by New Zealand and Australia. The two countries combined in 1992 to jointly host the tournament.

  • One of the world’s largest international sports tournaments
  • 14 competing teams
  • Engaging one fifth of the world’s population
  • Expected television audience of more than a billion people
  • More than 400 accredited players and officials
The first tournament took place in England in 1975 which was won by the West Indies. The most recent event was held in 2011 which was won by India, who hosted the tournament along with Bangladesh and Sri Lanka.


YearHost Nation(s)Final VenueWinnerRunners-up
1975
​
EnglandLord's Cricket Ground, LondonWest IndiesAustralia
1979
 
EnglandLord's Cricket Ground, LondonWest IndiesEngland
1983
 
EnglandLord's Cricket Ground, LondonIndiaWest Indies
1987
 
India & PakistanEden Gardens, KolkataAustraliaEngland
1992
 
Australia & New ZealandMelbourne Cricket Ground, MelbournePakistanEngland
1996
 
India, Pakistan & Sri LankaGaddafi Stadium, LahoreSri LankaAustralia
1999
 
EnglandLord's Cricket Ground, LondonAustraliaPakistan
2003
 
South Africa, Kenya & ZimbabweWanderers, JohannesburgAustraliaIndia
2007
 
West IndiesKensington Oval, BridgetownAustraliaSri Lanka
2011
 
Bangladesh, India & Sri LankaWankhede Stadium, MumbaiIndiaSri Lanka
2015
 
Australia & New ZealandMelbourne Cricket GroundTBATBA
2019
 
EnglandTBATBATBA

Australia beat India by 95 runs to reach World Cup final – as it happened

First time the final of the WC has had no Asian side since 1987. VVS Laxman: "Australia deserved to win." Nick Kight: "The game had slipped away from Dhoni. They never got ahead of the rate, they were always 15 or 20 runs behind." Nick has a good argument about chases - you don't always need one of the top three to compile a big, stately hundred - why not promote someone to number three and have them try to whack a 20-ball fifty?


11.40 Nasser previews the final: "If it swings, New Zealand have the better attack. At the end of the innings, Australia do. New Zealand have the better spinner. McCullum is the best captain in the world. Australia are the favourites, just, because New Zealand have to travel."
11.36 And here's Michael Clarke: "A lot of guys chipped in, a lot of guys sacrificed themselves for the team. I want to thank India for their performances this summer and for showing their talent and always competing. I don't think MS Dhoni will retire, he's still got a lot of cricket in him."
11.32 Here's Dhoni: "Over 300 is difficult. I felt there score was over par. I think our fast bowlers could have done better. A lot of people didn't think we would come far in the tournament. Shikhtar's dismissal was on the softer side, he was scoring quite freely and didn't need to play the big shot. It's more difficult for our lower order to score in these conditions. I am not sure if this is my last World Cup. I am still fit."
INDIA ALL OUT FOR 233. AUSTRALIA WIN BY 95 RUNS The Aussies excellent in every department today. Too good for India, once again. Bit of a strange chase from India, they just left themselves far too much to do. While there was Dhoni, there was hope, but it never really looked likely. Australia are worthy winners and they join co-hosts New Zealand in the final. I don't think you could deny these are the two best teams in the competition.

Education life








Monday, 17 February 2014